saved earth mother motivation

ଶକ୍ତି (Sakti) ହେଉଛି ଏକ ଶକ୍ତି (energy)ର ଉପସ୍ଥିତି ଯାହାକି କେବଳ ଭାରତ ନୁହେଁ ସମଗ୍ର ପୃଥ‌ିବୀରେ ମଧ୍ୟ ଏକ ପ୍ରମଖ ଭୂମିକା ଗ୍ରହଣ କରିଥାଏ । ଶକ୍ତି ହେଉଛି ସମସ୍ତ ବଳର ନିୟନ୍ତ୍ରଣକାରୀ ଓ ଆବଶ୍ୟକତାର ଜନନୀ । ସେ ମଧ୍ୟ ଏକ ବସ୍ତୁବାଦୀ ପୃଥ‌ିବୀ ସୃଷ୍ଟିର କାରଣ ଓ ତାଙ୍କ ଅଧୀନରେ ସମସ୍ତ ସୃଷ୍ଟି ଆତଯାତ ହୋଇଥାନ୍ତି । ଶକ୍ତି ହେଉଛି ଚିର ଶାଶ୍ୱତ, ଅନନ୍ତ, ଅସୀମ । ତାଙ୍କର ଶକ୍ତିକୁ କଳ୍ପନା କରିବା ସାମାନ୍ୟ ମାନବର ନିୟନ୍ତ୍ରଣ ବାହାରେ । ସେ ସୃଷ୍ଟିର ଜନ୍ମଦାତ୍ରୀ, ପାଳନକର୍ମୀ.

Comments

Sayeri motivation love ki baat

𝓢𝓾𝓬𝓬𝓮𝓼𝓼 𝓵𝓲𝓯𝓮

sayeri